ସର୍ବନିମ୍ନ ଜମା ରାଶି
₹୧୦୦ କିମ୍ବା ₹୧୦୦ର ଗୁଣିତ। ସର୍ବାଧିକ ରାଶିରେ କୌଣସି ସୀମା ନାହିଁ।
ଯୋଗ୍ୟତା
ବ୍ୟକ୍ତିଗତ
ଅନ୍ୟ ବ୍ୟକ୍ତିଙ୍କ ସହ ଯୁଗ୍ମ ଭାବେ ବ୍ୟକ୍ତିଗତ
ଅପରିପକ୍ୱ (ମାଇନର୍) ପାଇଁ ଅଭିଭାବକ ମାଧ୍ୟମରେ
ହିନ୍ଦୁ ଅବିଭକ୍ତ ପରିବାର
ସୋଲ୍ ପ୍ରୋପ୍ରାଇଟରୀ କନ୍ସର୍ନ୍ସ୍
ଫର୍ମସ୍
ଯୁକ୍ତ ଷ୍ଟକ୍ କମ୍ପାନୀସ୍
ବୈଶିଷ୍ଟ୍ୟ
ପ୍ରତିମାସ ସର୍ବନିମ୍ନ ₹୧୦୦ କିମ୍ବା ₹୧୦୦ର ଗୁଣିତ। ସର୍ବାଧିକ ରାଶିରେ କୌଣସି ସୀମା ନାହିଁ।
ଜମା ଅବଧି ୬ ମାସରୁ ୧୦ ବର୍ଷ ପର୍ଯ୍ୟନ୍ତ (୩ମାସର ଗୁଣିତରେ) ଖୋଲିହେବ।
ଆପଣଙ୍କ ଜମା ଆକାଉଣ୍ଟରେ ଥିବା ରାଶିର ୯୦% ପର୍ଯ୍ୟନ୍ତ ଋଣ ସୁବିଧା ଉପଲବ୍ଧ।
ଯେକୌଣସି ସମୟରେ ପୂର୍ବରୁ ବନ୍ଦ (ପ୍ରିମେଚୁର୍ କ୍ଲୋଜର୍) କରାଯାଇପାରିବ।
ବର୍ତ୍ତମାନ ଆୟକର ନିୟମାବଳୀ ଅନୁଯାୟୀ ଟିଡିଏସ୍ ଲାଗୁ ହେବ।
ନୋମିନେସନ୍ ସୁବିଧା ଉପଲବ୍ଧ।
