ସୂଚନା ଅଧିକାର ଆଇନ

ସୂଚନା ଅଧିକାର ଆଇନ, ୨୦୦୫

ଆର.ଟି.ଆଇ. ବାର୍ଷିକ ରିପୋର୍ଟ ୨୦୨୪-୨୫

ଆର୍.ଟି.ଆଇ. (୨୦୨୪-୨୫)ଅପିଲ୍ ସଂଖ୍ୟା (୨୦୨୪-୨୫)
ପ୍ରାପ୍ତ୧୭୫ପ୍ରାପ୍ତ୫୫
ଉତ୍ତର ଦିଆଯାଇଛି୧୨୨ଉତ୍ତର ଦିଆଯାଇଛି୩୫
ନାକଚ୭୩ନାକଚ୨୮

କେନ୍ଦ୍ରୀୟ ଜନ ସୂଚନା ଅଧିକାରୀଙ୍କ ବିବରଣୀ

ଶ୍ରୀମତୀ ସତ୍ୟବତୀ ସାହୁ, ସାଧାରଣ ପରିଚାଳକ

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ମୁଖ୍ୟ କାର୍ଯ୍ୟାଳୟ, ଗଣ୍ଡମୁଣ୍ଡା,

ଖଣ୍ଡଗିରି, ଭୁବନେଶ୍ୱର - ୭୫୧୦୩୦.

ଟେଲିଫୋନ୍: ୦୬୭୪ - ୨୩୫୩୦୦୮

ଇ-ମେଲ୍: cpio@odishabank.in

ପ୍ରଥମ ଅପିଲ୍ କର୍ତ୍ତୃପକ୍ଷଙ୍କ ବିବରଣୀ

ଶ୍ରୀ ରିଷି ସିଂହ, ଅଧ୍ୟକ୍ଷ

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ମୁଖ୍ୟ କାର୍ଯ୍ୟାଳୟ, ଗଣ୍ଡମୁଣ୍ଡା,

ଖଣ୍ଡଗିରି, ଭୁବନେଶ୍ୱର - ୭୫୧୦୩୦.

ଇ-ମେଲ୍: rti.faa@odishabank.in