ମାଇକ୍ରୋ ଏ.ଟି.ଏମ୍.

ମାଇକ୍ରୋ ଏ.ଟି.ଏମ୍.

ମାଇକ୍ରୋ ଏ.ଟି.ଏମ୍. ହେଉଛି ଏକ ଏ.ଟି.ଏମ୍‌.ର କ୍ଷୁଦ୍ର ରୂପ। ଏହା ଏକ ପରିବର୍ତ୍ତିତ ପଏଣ୍ଟ ଅଫ୍ ସେଲ୍ (ପି.ଓ.ସି.) ଟର୍ମିନାଲ୍ ପରି, ଯାହା ଜି.ପି.ଆର୍.ଏସ୍. ମାଧ୍ୟମରେ ବ୍ୟାଙ୍କିଙ୍ଗ୍ ନେଟୱାର୍କ ସହିତ ସଂଯୁକ୍ତ ହୋଇ ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ସମ୍ପାଦନ କରିଥାଏ। ଏହି ମେସିନ୍‌ରେ କାର୍ଡ ସ୍ୱାଇପ୍ ସୁବିଧା ଏବଂ ଫିଙ୍ଗରପ୍ରିଣ୍ଟ ସ୍କାନର୍ ରହିଥାଏ।

ସମୀକ୍ଷା

ମାଇକ୍ରୋ ଏ.ଟି.ଏମ୍. ମାଧ୍ୟମରେ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ କରାଯାଇପାରିବ:

ନଗଦ ଜମା

ନଗଦ ଉଠାଣ

ପାଣ୍ଠି ସ୍ଥାନାନ୍ତର

ବାଲାନ୍ସ ଅନୁସନ୍ଧାନ

ସେବା ଅନୁରୋଧ ଗ୍ରହଣ

ଆଧାର ସିଡିଂ: ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ।

ଇ-କେୱାଇସି- ଭିତ୍ତିକ ସଞ୍ଚୟ ଖାତା ଖୋଲିବା

ଅଧିକ ବିବରଣୀ ପାଇଁ, ନିକଟସ୍ଥ ଶାଖା ସହିତ ଯୋଗାଯୋଗ କରନ୍ତୁ।